ಅರ್ಥ : ଯେ ଆକାର, ପ୍ରକାର, ଗୁଣ ଆଦିରେ ଅନ୍ୟ କାହାର ସମାନ
							ಉದಾಹರಣೆ : 
							ମୋହନ ତାର ପିତାଙ୍କର ପ୍ରତିରୂପ ଏହି ଖେଳଣାଟି ଅନ୍ୟ ଖେଳଣାର ପ୍ରତିରୂପ ଭଳି ଦିଶୁଛି
							
ಸಮಾನಾರ್ಥಕ : ଅନୁରୂପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
							ಉದಾಹರಣೆ : 
							ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Special design or visual object representing a quality, type, group, etc..
emblemಅರ್ಥ : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)
							ಉದಾಹರಣೆ : 
							କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ
							
ಸಮಾನಾರ್ಥಕ : ଆକୃତି, ପ୍ରାରୂପ, ରୂପ, ସଂରଚନା
ಇತರ ಭಾಷೆಗಳಿಗೆ ಅನುವಾದ :
Any spatial attributes (especially as defined by outline).
He could barely make out their shapes.ಅರ್ಥ : ପୂରାପୂରି ଅନୁରୂପ ବା ସମାନ
							ಉದಾಹರಣೆ : 
							ଏହି ମୂର୍ତ୍ତିଟି ଏକ ବଡ଼ ମୂର୍ତ୍ତିର ଅନୁରୂପ
							
ಇತರ ಭಾಷೆಗಳಿಗೆ ಅನುವಾದ :
बिल्कुल अनुरूप या समान।
यह कृति एक बड़ी कृति की हूबहू नकल है।