ಅರ್ಥ : ବହୁତ ଖାଉଥିବା ବ୍ୟକ୍ତି
							ಉದಾಹರಣೆ : 
							ରାମାନନ୍ଦ ବହୁତ ବଡ଼ ପେଟୁ, ସିଏ ଥରକେ ଖୁବ ବେଶି ଖାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
A person who is devoted to eating and drinking to excess.
glutton, gourmand, gourmandizer, trenchermanಅರ್ಥ : ଅତ୍ୟଧିକ ଖାଇବାବାଲା
							ಉದಾಹರಣೆ : 
							ପେଟୁ ରମେଶ, ଥରକରେ କିଲେ ଚାଉଳର ଭାତ ଖାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାକୁ ସଦାବେଳେ ଭୋକ ଲାଗୁଥାଏ
							ಉದಾಹರಣೆ : 
							ପେଟୁ ବ୍ୟକ୍ତି ସବୁବେଳେ କିଛି ନା କିଛି ଖାଇବାକୁ ହାଁ ହାଁ ହୁଏ
							
ಸಮಾನಾರ್ಥಕ : ଗିଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଡ଼ ପେଟବାଲା
							ಉದಾಹರಣೆ : 
							ବଡ଼ପେଟା ଲୋକେ ନିୟମିତ ବ୍ୟାୟାମ କରିବା ଆବଶ୍ୟକ
							
ಸಮಾನಾರ್ಥಕ : ବଡ଼ପେଟା
ಇತರ ಭಾಷೆಗಳಿಗೆ ಅನುವಾದ :