ಅರ್ಥ : ଏସିଆର ଦେଶ
							ಉದಾಹರಣೆ : 
							ସେ ସମୟ ମଧ୍ୟ ଆସିବ ଯେତେବେଳେ ଭାରତ ପୂର୍ବରେ ପ୍ରତିନିଧିତ୍ୱ କରିବ
							
ಸಮಾನಾರ್ಥಕ : ପୂର୍ବରାଷ୍ଟ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
* एशिया के देश।
वह समय भी आएगा जब भारत पूर्वी देशों का प्रतिनिधित्व करेगा।ಅರ್ಥ : ସୂର୍ଯ୍ୟ ଉଦୟ ହେଉଥିବା ଦିଗ
							ಉದಾಹರಣೆ : 
							ଭାରତର ପୂର୍ବରେ ବଙ୍ଗୋପସାଗର
							
ಸಮಾನಾರ್ಥಕ : ପୂର୍ବ କୋଣ, ପୂର୍ବ ଦିଗ, ପୂର୍ବ ଦିଶା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ନବେ ଡିଗ୍ରୀ ଉପରେ ହୋଇଥାଏ
							ಉದಾಹರಣೆ : 
							ପୂର୍ବ ସର୍ବଦା ପୂର୍ବ ଦିଗଆଡ଼କୁ ହିଁ ହୋଇଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
							ಉದಾಹರಣೆ : 
							ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
							ಉದಾಹರಣೆ : 
							ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
							
ಇತರ ಭಾಷೆಗಳಿಗೆ ಅನುವಾದ :
जो पहले किसी कारण से उस पद पर रह चुका हो,पर अब किसी कारण से उस पद पर न हो।
आज की सभा में कई भूतपूर्व मंत्री भी भाग लेंगे।