ಅರ್ಥ : ଅତି ପୁରୁଣା
							ಉದಾಹರಣೆ : 
							ଔଷଧ ରୂପେ ପୁରୁଣା ଗୁଡ଼ର ବ୍ୟବହାର  କରାଯାଏ
							
ಸಮಾನಾರ್ಥಕ : ଅତି ପୁରୁଣା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
							ಉದಾಹರಣೆ : 
							ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
							
ಸಮಾನಾರ್ಥಕ : ପୂର୍ବକାଳର, ପୂର୍ବକାଳୀନ, ପୂର୍ବଦିନର, ପ୍ରାଚୀନ
ಇತರ ಭಾಷೆಗಳಿಗೆ ಅನುವಾದ :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।ಅರ್ಥ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
							ಉದಾಹರಣೆ : 
							ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
							ಉದಾಹರಣೆ : 
							ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି  ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା
							
ಸಮಾನಾರ್ಥಕ : ପୁରାତନ, ପୂର୍ବକାଳର, ପୂର୍ବକାଳୀନ, ପ୍ରାଚୀନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ
							ಉದಾಹರಣೆ : 
							ଭିକାରୀ ଚିରାଫଟା ଲୁଗା ପିନ୍ଧିଛି
							
ಸಮಾನಾರ್ಥಕ : ଚିରାଫଟା, ଜୀର୍ଣ୍ଣ ଶୀର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
जो अत्यधिक प्रयोग या पुराना होने के कारण फटा हुआ हो।
भिखारी जीर्ण-शीर्ण कपड़ा पहने हुए था।