ಅರ್ಥ : ପିଠି ହଠାତ୍ ମୋଡ଼ିହେବା ଯୋଗୁଁ ହେଉଥିବା ଏକ ପ୍ରକାରର ସ୍ନାୟୁବିକ ଦରଜ
							ಉದಾಹರಣೆ : 
							ପୀଡ଼ା ହେବାରୁ ସେ ଛଟପଟ ହେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରହିରହି ହେଉଥିବା କଷ୍ଟ
							ಉದಾಹರಣೆ : 
							ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
							ಉದಾಹರಣೆ : 
							ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
							
ಸಮಾನಾರ್ಥಕ : ଦରଜ