ಅರ್ಥ : ଆପେକ୍ଷିକ ତଉଲ ବା ଭାର ଠିକ କରିବା ବା ହେବା କ୍ରିୟା
							ಉದಾಹರಣೆ : 
							ବଣିଆ ପାଉଁଜି ତଉଲିବା ପାଇଁ ନିକିତିର ପଲାକୁ ପାସଙ୍ଗ କଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
आपेक्षिक तौल या भार बराबर या ठीक करने या होने की क्रिया।
सोनार ने पायल तौलने के लिए तुला का बाट से संतुलन किया।ಅರ್ಥ : ତରାଜୁର ଦଣ୍ଡୀ ବା ଓଜନକୁ ସମାନ କରିବା ନିମନ୍ତେ ଉଠି ପଡ଼ୁଥିବା ପଲା ଉପରେ ରଖା ଯାଉଥିବା କୌଣସି ଓଜନିଆ ପଦାର୍ଥ
							ಉದಾಹರಣೆ : 
							ଦୋକାନୀ ଜିନିଷ ଓଜନ କରିବା ସମୟରେ ପାସଙ୍ଗ ପକାଇ ନଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :