ಅರ್ಥ : ରେଶମରୁ ତିଆରି ହୋଉଥିବା ବସ୍ତ୍ର
							ಉದಾಹರಣೆ : 
							ନୃତ୍ୟାଙ୍ଗନା ରେଶମୀ ବସ୍ତ୍ର ପିନ୍ଧି ନୃତ୍ୟ କରୁଛନ୍ତି
							
ಸಮಾನಾರ್ಥಕ : କୌଷେୟ, ରେଶମୀ ବସ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
रेशम से बना हुआ वस्त्र।
नृत्यांगना रेशमी वस्त्र पहनकर नृत्य कर रही है।A fabric made from the fine threads produced by certain insect larvae.
silkಅರ್ಥ : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ
							ಉದಾಹರಣೆ : 
							ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍ ଘୋଡ଼େଇ ହେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।
ठंड से बचने के लिए उसने पट्टू के ऊपर से साल ओढ़ ली।ಅರ್ಥ : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
							ಉದಾಹರಣೆ : 
							ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
							
ಸಮಾನಾರ್ಥಕ : ଗଣ୍ଡି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚକିର ଉପର ବା ତଳ ପଥର ମଧ୍ୟରୁ କୌଣସି ଗୋଟିଏ
							ಉದಾಹರಣೆ : 
							ଏହି ଚକିର ତଳ ପାଟ ଘୋରି ହୋଇଗଲାଣି
							
ಇತರ ಭಾಷೆಗಳಿಗೆ ಅನುವಾದ :