ಅರ್ಥ : ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ
							ಉದಾಹರಣೆ : 
							ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ନିଜ ଅଧିନରେ ନାହିଁ
							ಉದಾಹರಣೆ : 
							ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
							
ಸಮಾನಾರ್ಥಕ : ଉନ୍ମତ୍ତ, ଭ୍ରାନ୍ତ, ମଦାନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
Marked by uncontrolled excitement or emotion.
A crowd of delirious baseball fans.ಅರ್ಥ : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
							ಉದಾಹರಣೆ : 
							ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
							ಉದಾಹರಣೆ : 
							ସେ ଜଣେ ପାଗଳ ବ୍ୟକ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :