ಅರ್ಥ : ପରଖିବା ବା ଜାଞ୍ଚ କରିବାର କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ଆମେ ସୁନାଗହଣାର ଶୁଦ୍ଧତା ବଣିଆଦ୍ୱାରା ପରୀକ୍ଷା କରାଉ
							
ಸಮಾನಾರ್ಥಕ : ଜାଞ୍ଚ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା
							ಉದಾಹರಣೆ : 
							ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
							
ಸಮಾನಾರ್ಥಕ : ଯାଞ୍ଚ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରିବା ନିମନ୍ତେ ତାର ଯୋଗ୍ୟତା ବା ଜ୍ଞାନକୁ ପରଖିବାପାଇଁ ତାକୁ ପ୍ରଶ୍ନ ପଚାରିବା
							ಉದಾಹರಣೆ : 
							ଅଧ୍ୟାପକ ଗଣିତ ପରୀକ୍ଷା କରାଉଛନ୍ତି
							
ಸಮಾನಾರ್ಥಕ : ପରୀକ୍ଷା ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी की योग्यता या ज्ञान को परखने के लिए उससे प्रश्न पूछना जिसके आधार पर उसको उत्तीर्ण या अनुत्तीर्ण किया जा सके।
अध्यापक गणित की परीक्षा ले रहे हैं।ಅರ್ಥ : କୌଣସି ପରୀକ୍ଷଣଦେଇ ଗତିକରିବା
							ಉದಾಹರಣೆ : 
							ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
							
ಸಮಾನಾರ್ಥಕ : ଟେଷ୍ଟ କରାଇବା, ଯାଞ୍ଚ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी परीक्षण से गुजरना।
पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।