ಅರ್ಥ : ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
							ಉದಾಹರಣೆ : 
							ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
							
ಸಮಾನಾರ್ಥಕ : ପଥ ଶୁଳ୍କ, ବାଟକର, ରୋଡ଼ଟାକ୍ସ
ಇತರ ಭಾಷೆಗಳಿಗೆ ಅನುವಾದ :
A fee levied for the use of roads or bridges (used for maintenance).
tollಅರ್ಥ : କୌଣସି ରାସ୍ତାରେ ଚଳପ୍ରଚଳ ବଦଳରେ ଯେଉଁ କର ଦେବାକୁ ପଡ଼େ
							ಉದಾಹರಣೆ : 
							ଫାଟକରେ ପଥକର ଦେଲାପରେ ହିଁ ଆପଣ ଆଗକୁ ଯାଇପାରିବେ
							
ಸಮಾನಾರ್ಥಕ : ଅକ୍ଟ୍ରାଇ