ಅರ್ಥ : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
							ಉದಾಹರಣೆ : 
							ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
							
ಸಮಾನಾರ್ಥಕ : ଅବନମିତ ହେବା, ଝୁଙ୍କିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
							ಉದಾಹರಣೆ : 
							ବୟସ ହେଲେ ଅଣ୍ଟା ନଇଁଯାଏ
							
ಸಮಾನಾರ್ಥಕ : ଝୁଙ୍କିବା, ବଙ୍କା ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାର ମାନିନେବା
							ಉದಾಹರಣೆ : 
							ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
							
ಸಮಾನಾರ್ಥಕ : ଅସ୍ତ୍ରସମର୍ପଣ କରିବା, ହାର ମାନିବା
ಇತರ ಭಾಷೆಗಳಿಗೆ ಅನುವಾದ :
हार मान लेना।
पाकिस्तानी सेना ने भारतीय सेना के आगे घुटने टेक दिए।