ಅರ್ಥ : ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ
							ಉದಾಹರಣೆ : 
							ଖରାପ ପିଲାଙ୍କ ସହିତ ଖେଳନାହିଁ
							
ಸಮಾನಾರ್ಥಕ : ଖରାପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
							ಉದಾಹರಣೆ : 
							ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
							
ಸಮಾನಾರ್ಥಕ : କପଟିଆ, କପଟୀ, ଛଳ କପଟୀ, ପାଷାଣ୍ଡ
ಇತರ ಭಾಷೆಗಳಿಗೆ ಅನುವಾದ :
Excessively or hypocritically pious.
A sickening sanctimonious smile.ಅರ್ಥ : ଯାହାର ଦଣ୍ଡର ଭୟ ନାହିଁ
							ಉದಾಹರಣೆ : 
							ସେ ବହୁତ ଉଦ୍ଦଣ୍ଡ ପିଲା
							
ಸಮಾನಾರ್ಥಕ : ଉଛୃଙ୍ଖଳ, ଉଦ୍ଦଣ୍ଡ, ଉଦ୍ଧତ
ಇತರ ಭಾಷೆಗಳಿಗೆ ಅನುವಾದ :
Stubbornly resistant to authority or control.
A fractious animal that would not submit to the harness.