ಅರ್ಥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
							ಉದಾಹರಣೆ : 
							ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛଅ ରାଗରୁ ଦ୍ୱିତୀୟ ରାଗ
							ಉದಾಹರಣೆ : 
							ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ
							
ಸಮಾನಾರ್ಥಕ : ଦୀପକ ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅର୍ଥାଳଙ୍କାରର ଏକ ପ୍ରକାର
							ಉದಾಹರಣೆ : 
							ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ
							
ಸಮಾನಾರ್ಥಕ : ଦୀପକ ଅଳଙ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :