ಅರ್ಥ : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
							ಉದಾಹರಣೆ : 
							ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
							
ಸಮಾನಾರ್ಥಕ : ଚିହ୍ନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
							ಉದಾಹರಣೆ : 
							ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗରମ ଧାତୁଆଦିରେ ଚେଙ୍କିବାଦ୍ୱାରା ସୃଷ୍ଟି ହେଉଥିବା ଚିହ୍ନ
							ಉದಾಹರಣೆ : 
							ଘୋଡ଼ା ପିଠିର ଚେଙ୍କଦାଗ ସ୍ପଷ୍ଟ ଦିଶୁଛି
							
ಸಮಾನಾರ್ಥಕ : ଚେଙ୍କଚିହ୍ନ, ଚେଙ୍କଦାଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
							ಉದಾಹರಣೆ : 
							ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।