ಅರ್ಥ : ନିଆଁ ଲାଗିବା ଏବଂ ଏଥିନେଇ ଜଳୁଥିବା ଜିନିଷ
							ಉದಾಹರಣೆ : 
							ମୁଁ ନିଜର ପଡୋଶୀଙ୍କର ପୁଣି ଥରେ ନିଆଁ ଲାଗିବା ଚାହୁଁନାହିଁ ତେଣୁ ନିଆଁ ଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉ
							
ಸಮಾನಾರ್ಥಕ : ଜଳିବା, ନିଆଁ ଲାଗିବା, ପୋଡିବା
ಇತರ ಭಾಷೆಗಳಿಗೆ ಅನುವಾದ :
आग लगने और उससे चीजों के जलने की क्रिया।
हम अपने पड़ोस में एक और अवदाह नहीं चाहते हैं अतः आग से सुरक्षा की व्यवस्था की जाय।ಅರ್ಥ : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା
							ಉದಾಹರಣೆ : 
							ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା
							
ಸಮಾನಾರ್ಥಕ : ଜଳିଯିବା, ଦଗ୍ଧୀଭୂତ ହେବା, ପୋଡ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
आग आदि के संपर्क के कारण नष्ट या खराब होना।
इस पुस्तक के कुछ पन्ने आग से जल गए हैं।