ಅರ್ಥ : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
							ಉದಾಹರಣೆ : 
							ସୂର୍ଯ୍ୟ ଗୋଟିଏ ତାରକା
							
ಸಮಾನಾರ್ಥಕ : ତାରକା
ಇತರ ಭಾಷೆಗಳಿಗೆ ಅನುವಾದ :
(astronomy) a celestial body of hot gases that radiates energy derived from thermonuclear reactions in the interior.
starಅರ್ಥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
							ಉದಾಹರಣೆ : 
							ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
Any celestial body visible (as a point of light) from the Earth at night.
starಅರ್ಥ : ବାଳି ନାମକ ମାଙ୍କଡ଼ର ସ୍ତ୍ରୀ
							ಉದಾಹರಣೆ : 
							ଅଙ୍ଗଦ ବାଳି ଓ ତାରାଙ୍କ ପୁତ୍ର ଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
							ಉದಾಹರಣೆ : 
							ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
							
ಇತರ ಭಾಷೆಗಳಿಗೆ ಅನುವಾದ :
A configuration of stars as seen from the earth.
constellationಅರ್ಥ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
							ಉದಾಹರಣೆ : 
							ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଖି ମଝିର କଳା ଭାଗ
							ಉದಾಹರಣೆ : 
							ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
							
ಸಮಾನಾರ್ಥಕ : ଆଖିତାରା, ଆଖିପୁଅ, କନୀନିକା, ନେତ୍ର ପିତୁଳା, ପିତୁଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୃହସ୍ପତିଙ୍କ ସ୍ତ୍ରୀ
							ಉದಾಹರಣೆ : 
							ପୁରାଣାନୁସାରେ ଥରେ  ଚନ୍ଦ୍ର ତାରାଙ୍କୁ ଅପହରଣ  କରି ନେଇଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical being