ಅರ್ಥ : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ
							ಉದಾಹರಣೆ : 
							ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍ମାନେ ଭାଗ ନେଉଛନ୍ତି
							
ಸಮಾನಾರ್ಥಕ : ଜ୍ଞାନୀ, ତତ୍ତ୍ୱଜ୍ଞ, ତତ୍ତ୍ୱବିତ୍, ତତ୍ତ୍ୱବେତ୍ତା, ଦାର୍ଶନିକ
ಇತರ ಭಾಷೆಗಳಿಗೆ ಅನುವಾದ :
तत्व या यथार्थता को जाननेवाला व्यक्ति।
इस सभा में बड़े-बड़े तत्ववेत्ताओं ने हिस्सा लिया।A specialist in philosophy.
philosopherಅರ್ಥ : ଯାହାକୁ ଆତ୍ମଜ୍ଞାନ ହୋଇଛି
							ಉದಾಹರಣೆ : 
							ବଡ଼ବଡ଼ ଆତ୍ମଜ୍ଞାନୀ ବି ଈଶ୍ୱରଙ୍କର ଦର୍ଶନପାଇଁ ଲାଳାୟିତ ରହନ୍ତି
							
ಸಮಾನಾರ್ಥಕ : ଆତ୍ମଜ୍ଞାନୀ, ଆତ୍ମଦର୍ଶୀ, ଯୋଗୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसे आत्म का ज्ञान हो।
बड़े-बड़े आत्मज्ञानी भी ईश्वर दर्शन के लिए लालायित रहते हैं।ಅರ್ಥ : ଯାହାର ଆତ୍ମଜ୍ଞାନ ଅଛି
							ಉದಾಹರಣೆ : 
							ଆତ୍ମଜ୍ଞାନୀ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ପୁନରୁଦ୍ଧାର କଲେ
							
ಸಮಾನಾರ್ಥಕ : ଆତ୍ମଜ୍ଞାନୀ, ଆତ୍ମଦର୍ଶୀ, ଆତ୍ମଦ୍ରଷ୍ଟା
ಇತರ ಭಾಷೆಗಳಿಗೆ ಅನುವಾದ :
जिसे आत्म का ज्ञान हो।
आत्मज्ञानी शंकराचार्य ने हिन्दू धर्म का पुनरुद्धार किया।