ಅರ್ಥ : ଡେଇଁବାର କାମ ଅନ୍ୟକାହାଦ୍ୱାରା କରାଇବା
							ಉದಾಹರಣೆ : 
							ବାପା ପିଲାମାନଙ୍କୁ ଛୋଟ କେନାଲଟି ଡିଆଁଇଲେ
							
ಸಮಾನಾರ್ಥಕ : ଲଙ୍ଘାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
							ಉದಾಹರಣೆ : 
							ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
							
ಸಮಾನಾರ್ಥಕ : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଏଁଇବା
ಇತರ ಭಾಷೆಗಳಿಗೆ ಅನುವಾದ :