ಅರ್ಥ : ଏକ ପ୍ରକାରର ତୋପ
							ಉದಾಹರಣೆ : 
							ଶତ୍ରୁମାନେ ଜାଲ ଦ୍ୱାରା ଦୁର୍ଗକୁ ଧ୍ୱଂସ କରିଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂତା, ତାର, ବା ରସି ଆଦି ଦ୍ୱାରା ସମାନ ଅନ୍ତରାଳରେ ଛାଡ଼ିଛାଡ଼ି ବୁଣା ଯାଇଥିବା ଏକ ଉପକରଣ
							ಉದಾಹರಣೆ : 
							ଫଳ ଦୋକାନରେ କିଛି ଫଳ ଜାଲରେ ଟଙ୍ଗାହୋଇଥିଲା
							
ಸಮಾನಾರ್ಥಕ : ନେଟ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
							ಉದಾಹರಣೆ : 
							ତୁମରି ଫାନ୍ଦରେ କେହିବି ଫସିଯିବ
							
ಸಮಾನಾರ್ಥಕ : କୌଶଳ, ଚାଲ୍, ଫାନ୍ଦ, ଫାଶ
ಇತರ ಭಾಷೆಗಳಿಗೆ ಅನುವಾದ :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।ಅರ್ಥ : ଏକାଠି ବୁଣାଯାଇଥିବା ବା ଗୁନ୍ଥାଯାଇଥିବା ଅନେକ ବସ୍ତୁର ସମୂହ
							ಉದಾಹರಣೆ : 
							ଶରୀରରେ ତନ୍ତୁଗୁଡ଼ିକର ଜାଲ ବିଛେଇ ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂତାରେ ବୁଣାଯାଇଥିବା ଯେଉଁ ଖେଳ ଉପକରଣର ଦୁଇ ପାଖରେ ଟେନିସ୍ ଆଦି ଖେଳରେ ଖେଳାଳିମାନେ ଠିଆ ହୋଇ ଖେଳନ୍ତି
							ಉದಾಹರಣೆ : 
							ଟେନିସ୍ ଖେଳିବାପାଇଁ ପିଲାମାନେ ଟେନିସ୍ କୋର୍ଟରେ ଜାଲ ବାନ୍ଧୁଥିଲେ
							
ಸಮಾನಾರ್ಥಕ : ନେଟ୍
ಇತರ ಭಾಷೆಗಳಿಗೆ ಅನುವಾದ :
Game equipment consisting of a strip of netting dividing the playing area in tennis or badminton.
netಅರ್ಥ : ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର
							ಉದಾಹರಣೆ : 
							କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
वनस्पतियों आदि को जलाकर तैयार किया हुआ क्षार या खार।
केले के पत्ते से प्राप्त जाल को शहद में मिलाकर खाने से खाँसी ठीक होती है।ಅರ್ಥ : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
							ಉದಾಹರಣೆ : 
							ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଜାଲରେ ବୁଢ଼ିଆଣୀ କୀଟ-ପତଙ୍ଗମାନଙ୍କୁ ଧରେ
							ಉದಾಹರಣೆ : 
							ଛୋଟ ଛୋଟ କୀଟ ଜାଲରେ ପଡ଼ି ବୁଢ଼ିଶିକାର ହୁଅନ୍ତି
							
ಸಮಾನಾರ್ಥಕ : ବୁଢ଼ିଆଣୀ ଜାଲ
ಇತರ ಭಾಷೆಗಳಿಗೆ ಅನುವಾದ :