ಅರ್ಥ : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
							
ಸಮಾನಾರ್ಥಕ : ଉପବେଶନ କରାଇବା, ବସାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଜିନିଷ ଉପରେ ଆଉଗୋଟିଏ ଜିନିଷକୁ ଲଗାଇବା ବା ଲଖାଇବା
							ಉದಾಹರಣೆ : 
							ରାଜଗୀର କାନ୍ଥରେ ପଲସ୍ତରା ଚଢ଼ାଉଛି ବଣିଆ ରୁପା ପାଉଁଜିରେ ସୁନାପାଣି ଚଢ଼ାଇଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖାତା, କାଗଜ ଆଦିରେ ଲେଖିବା
							ಉದಾಹರಣೆ : 
							ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
							
ಸಮಾನಾರ್ಥಕ : ଲେଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerಅರ್ಥ : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
							ಉದಾಹರಣೆ : 
							କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
							
ಸಮಾನಾರ್ಥಕ : ଅର୍ପଣ କରିବା, ଭେଟିଦେବା, ଲାଗିକରିବା, ସମର୍ପଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।
काली मंदिर में बहुत चढ़ावा चढ़ता है।ಅರ್ಥ : କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା
							ಉದಾಹರಣೆ : 
							ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
							
ಸಮಾನಾರ್ಥಕ : ଅର୍ପିତ ହେବା, ସମର୍ପିତ ହେବା
ಅರ್ಥ : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
							ಉದಾಹರಣೆ : 
							ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶ୍ରଦ୍ଧାପୂର୍ବକ ଦେବତାଙ୍କ ଉପରେ ଅର୍ପଣ କରିବା
							ಉದಾಹರಣೆ : 
							ସେ ଶିବଙ୍କ ଉପରେ ଜଳ, ଅକ୍ଷତ, ପୁଷ୍ପ, ଓ ବେଲପତ୍ର ଅର୍ପଣ କଲା
							
ಸಮಾನಾರ್ಥಕ : ଅର୍ପଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
श्रद्धापूर्वक देवता, समाधि आदि पर अर्पण करना।
उसने शिव प्रतिमा पर जल, अक्षत, पुष्प और बेल पत्र चढ़ाया।ಅರ್ಥ : ସିତାରା, ଢୋଲ ଆଦିର ଡୋରି ବା ତାର କଷିବା ବା ଟାଣିବା
							ಉದಾಹರಣೆ : 
							ଢୋଲକିଆ ଢୋଲ ଚଢ଼ାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
							ಉದಾಹರಣೆ : 
							ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ  ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
							
ಸಮಾನಾರ್ಥಕ : ଉଚ୍ଚରେ ରଖିବା, ଉଠାଇବା, ଉପରେ ରଖିବା, ଶୀର୍ଷରେ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :