ಅರ್ಥ : ଜିଭରେ ଚାଟିବା କ୍ରିୟା ବା ଭାବ
							ಉದಾಹರಣೆ : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
ಸಮಾನಾರ್ಥಕ : ଅବଲେହନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପୋଛିପାଛି ଖାଇବା
							ಉದಾಹರಣೆ : 
							ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
							
ಸಮಾನಾರ್ಥಕ : ପୋଛିପାଛି ଖାଇବା, ଲେହନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
							ಉದಾಹರಣೆ : 
							ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
							ಉದಾಹರಣೆ : 
							କୁକୁର ମାଲିକର ହାତ ଚାଟୁଛି
							
ಸಮಾನಾರ್ಥಕ : ଲେହନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :