ಅರ್ಥ : ଚିତ୍ତର ଅସ୍ଥିର ହେବା ଭାବ
							ಉದಾಹರಣೆ : 
							ବ୍ୟଗ୍ରତା କାରଣରୁ ମୁଁ ଠିକ୍ ନିର୍ଣ୍ଣୟ ନେଇପାରୁ ନାହିଁ
							
ಸಮಾನಾರ್ಥಕ : ଅସ୍ଥିରଚିତ୍ତତା, ଉଦ୍ବିଗ୍ନତା, ବ୍ୟଗ୍ରତା
ಇತರ ಭಾಷೆಗಳಿಗೆ ಅನುವಾದ :
चित्त के अस्थिर होने का भाव।
व्यग्रता के कारण मैं सही निर्णय नहीं ले पा रहा हूँ।Feelings of anxiety that make you tense and irritable.
disquietude, edginess, inquietude, uneasinessಅರ್ಥ : କୌଣସି କାମପାଇଁ ହେଉଥିବା ଉତ୍ସାହ
							ಉದಾಹರಣೆ : 
							ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
							
ಸಮಾನಾರ್ಥಕ : ଉତ୍ସାହ, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessಅರ್ಥ : ଚଞ୍ଚଳ ହେବାର ଅବସ୍ଥା କିମ୍ବା ଭାବ
							ಉದಾಹರಣೆ : 
							ମନର ଚଞ୍ଚଳତାକୁ ଦୂର କର
							
ಸಮಾನಾರ್ಥಕ : ଚପଳତା
ಇತರ ಭಾಷೆಗಳಿಗೆ ಅನುವಾದ :