ಅರ್ಥ : ଖଣିଜ ତୈଳକୁ ପରିଶୋଧନ କରିବାପରେ ମିଳୁଥିବା ଯେଉଁ ତୈଳକୁ ଗାଡ଼ି ଆଦିରେ ଇନ୍ଧନ ରୂପେ ବ୍ୟବହାର କରାଯାଏ
							ಉದಾಹರಣೆ : 
							ଖଣିଜ ତୈଳକୁ ପରିଶୋଧନ କରିବାପରେ ପ୍ରଥମେ ଡିଜେଲ ଓ ପରେ ପେଟ୍ରୋଲ ମିଳେ
							
ಸಮಾನಾರ್ಥಕ : ପେଟ୍ରୋଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
							ಉದಾಹರಣೆ : 
							ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
							
ಸಮಾನಾರ್ಥಕ : ଗ୍ୟାସ୍
ಇತರ ಭಾಷೆಗಳಿಗೆ ಅನುವಾದ :