ಅರ್ಥ : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
							ಉದಾಹರಣೆ : 
							ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
							
ಸಮಾನಾರ್ಥಕ : ଉଷ୍ମାଘାତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
							ಉದಾಹರಣೆ : 
							ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗରମ ସମୟ
							ಉದಾಹರಣೆ : 
							ଖରାରେ ଶୋଷ ଅଧିକ ଲାଗେ
							
ಸಮಾನಾರ್ಥಕ : ଉଷ୍ମ କାଳ, ଖରା, ଗ୍ରୀଷ୍ମ, ଗ୍ରୀଷ୍ମଋତୁ, ଗ୍ରୀଷ୍ମକାଳ
ಇತರ ಭಾಷೆಗಳಿಗೆ ಅನುವಾದ :
वह मौसम या समय जब कड़ी धूप होती है।
गर्मी में प्यास अधिक लगती है।ಅರ್ಥ : ତରଳ ବା ଗରମ ହୋଇଥିବା
							ಉದಾಹರಣೆ : 
							ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
							ಉದಾಹರಣೆ : 
							ଏହି କୋଟ୍ ବହୁତ ଗରମ
							
ಇತರ ಭಾಷೆಗಳಿಗೆ ಅನುವಾದ :
Having or producing a comfortable and agreeable degree of heat or imparting or maintaining heat.
A warm body.ಅರ್ಥ : ଯାହା ବହୁତ ଗରମ
							ಉದಾಹರಣೆ : 
							ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
							
ಇತರ ಭಾಷೆಗಳಿಗೆ ಅನುವಾದ :
Hot enough to burn with or as if with a hissing sound.
A sizzling steak.