ಅರ್ಥ : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ
							ಉದಾಹರಣೆ : 
							ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
							ಉದಾಹರಣೆ : 
							ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
							ಉದಾಹರಣೆ : 
							ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
							
ಇತರ ಭಾಷೆಗಳಿಗೆ ಅನುವಾದ :