ಅರ್ಥ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							ಉದಾಹರಣೆ : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
ಸಮಾನಾರ್ಥಕ : ଡିଆଁମାରିବା, ଡେଇଁବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ಉದಾಹರಣೆ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
ಸಮಾನಾರ್ಥಕ : କୁଦା ମାରିବା, ଡେଇଁବା, ଲମ୍ଫ ଦେବା
ಅರ್ಥ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							ಉದಾಹರಣೆ : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
ಸಮಾನಾರ್ಥಕ : ଡେଇଁବା, ଲମ୍ଫପ୍ରଦାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :