ಅರ್ಥ : କୌଣସି ଜିନିଷକୁ ଭାଙ୍ଗିବା ବା ପେଶିବାପାଇଁ ତା ଉପରେ କିଛି ବଡ଼ ଓ ଭାରୀ ଜିନିଷଦ୍ୱାରା ବାରମ୍ବାର ଆଘାତ କରିବା
							ಉದಾಹರಣೆ : 
							ସ୍ତ୍ରୀ ଲୋକମାନେ ଧାନ କୁଟୁଛନ୍ତି
							
ಸಮಾನಾರ್ಥಕ : ଛେଚିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी चीज़ को तोड़ने, पीसने आदि के लिए उस पर बार-बार किसी बड़ी और भारी चीज़ से आघात करना।
भाभी हल्दी कूट रही है।Break up into small pieces for food preparation.
Bruise the berries with a wooden spoon and strain them.ಅರ್ಥ : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା
							ಉದಾಹರಣೆ : 
							ସିପାହୀ ଚୋରକୁ ବହୁତ କୁଟୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
हाथ, पैर आदि से लगातार मारना।
सिपाही चोर को खूब कूट रहा है।ಅರ್ಥ : ଶିଳ, ଘୋରଣା ଆଦିକୁ ଛେଣିରେ ଆବୁଡ଼ା ଖାବୁଡ଼ା କରିବା
							ಉದಾಹರಣೆ : 
							ଶିଳ ଶିଳପୁଆ ଚିକ୍କଣିଆ ହୋଇଗଲେ ତାକୁ ସମୟସମୟରେ କୁଟାଯାଏ
							
ಸಮಾನಾರ್ಥಕ : ଆବୁଡ଼ା ଖାବୁଡ଼ା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :