ಅರ್ಥ : କାମରେ ଲଗେଇବା
							ಉದಾಹರಣೆ : 
							ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
							
ಸಮಾನಾರ್ಥಕ : ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
काम पर लगाना।
इस काम के लिए उसने सात आदमियों को नियुक्त किया।ಅರ್ಥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
							ಉದಾಹರಣೆ : 
							ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
							
ಸಮಾನಾರ್ಥಕ : କାମ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
							ಉದಾಹರಣೆ : 
							କୋମଳ ଧାତୁ ଭଲରୂପେ କାମକରେ
							
ಸಮಾನಾರ್ಥಕ : କାମ କରିବା, ବ୍ୟବହୃତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Behave in a certain way when handled.
This dough does not work easily.