ಅರ್ಥ : ଯେଉଁ ଫୁଲରେ କଢ଼ ରୂପରେ ଫଳର ମୂଳ ରୂପ ମଧ୍ୟ ଥାଏ
							ಉದಾಹರಣೆ : 
							ପିଲାଟି କାକୁଡ଼ିର କଷି ଭାଙ୍ଗିଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନୂଆ ପ୍ରସବ କରିଥିବା ଗାଈ
							ಉದಾಹರಣೆ : 
							ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଳ୍ପ ଦିନିଆ ଛୋଟ ଫଳ କମଦିନର ଧରିଥିବା ଛୋଟଫଳ
							ಉದಾಹರಣೆ : 
							ଲାଉରେ କଷି ଧରିବା ଆରମ୍ଭ ହୋଇଗଲାଣି
							
ಇತರ ಭಾಷೆಗಳಿಗೆ ಅನುವಾದ :