ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବାୟୁ ଓ ଆର୍ଦ୍ରାତା ପ୍ରଭାବରୁ ଲୁହାଆଦି ଉପରେ ସୃଷ୍ଟି ହେଉଥିବା କଳା ଅଂଶ
ಉದಾಹರಣೆ : ଲୁହାଉପରେ କଳଙ୍କି ଲାଗିଯାଇଛି
ಸಮಾನಾರ್ಥಕ : ଜଙ୍କ୍
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
लोहे आदि पर चढ़ने वाला वह काला अंश जो हवा और नमी के प्रभाव से उत्पन्न होता है।
A red or brown oxide coating on iron or steel caused by the action of oxygen and moisture.
ಅರ್ಥ : ତମ୍ବା, ପିତ୍ତଳଆଦି ବାସନରେ ଯେଉଁ ସବୁଜ ରଙ୍ଗର କଳଙ୍କି ଲାଗେ
ಉದಾಹರಣೆ : ଅମ୍ଳ ପଦାର୍ଥରେ ମାଜିଲେ କଳଙ୍କି ଛାଡ଼ିଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह हरा मुरचा जो तांबे, पीतल के बरतनों पर लगता है।
ಅರ್ಥ : ଲୁହାର ଜଙ୍କ
ಉದಾಹರಣೆ : ଲୁହା ଜିନିଷରେ ରଂଗର ପ୍ରଲେପ ଦେଲେ କଳଙ୍କିରୁ ସୁରକ୍ଷା ମିଳେ
ಸ್ಥಾಪನೆ