ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହାର କୌଣସି ଉପାୟ ନାହିଁ
ಉದಾಹರಣೆ : ସେ ଉପାୟହୀନ ସମସ୍ୟା ଘେରମଧ୍ୟରେ ରହିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसका कोई उपाय न हो।
ಅರ್ಥ : ଯାହା ପାଖରେ କୌଣସି ଉପାୟ ନାହିଁ
ಉದಾಹರಣೆ : ଉପାୟହୀନ ରମେଶ କାନ୍ଦିବାକୁ ଲାଗିଲା
जिसके पास कोई उपाय न हो।
ಅರ್ಥ : ଯାହାର କୌଣସି ବିକଳ୍ପ ନାହିଁ ବା ବିକଳ୍ପର ଅଭାବ ରହିଛି
ಉದಾಹರಣೆ : ଏହି ସମସ୍ୟା ଆଗରେ ମୁଁ ନିରୁପାୟ ହୋଇଗଲି
ಸಮಾನಾರ್ಥಕ : ଅନନ୍ୟଗତି, ନିରୁପାୟ, ବିକଳ୍ପହୀନ
जिसमें कोई विकल्प न हो या विकल्प का अभाव हो।
ಅರ್ಥ : ଯାହାର ଉପାୟ ନାହିଁ
ಉದಾಹರಣೆ : ଉପାୟହୀନ ସମସ୍ୟାକୁ ସଜାଡ଼ିବାର ଚେଷ୍ଟା ବ୍ୟର୍ଥ ହେବ
ಸಮಾನಾರ್ಥಕ : ଅପ୍ରତିକାର
जिसका उपाय न हो।
ಸ್ಥಾಪನೆ