ಅರ್ಥ : ଯାହା ଦରକାରୀ
							ಉದಾಹರಣೆ : 
							ଏହା ପିଲାମାନଙ୍କପାଇଁ ବହୁତ ଉପଯୋଗୀ ପୁସ୍ତକ
							
ಸಮಾನಾರ್ಥಕ : ଉପାଦେୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
							ಉದಾಹರಣೆ : 
							ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ  ଠିକ୍ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
							
ಸಮಾನಾರ್ಥಕ : ଗୁଣକାରୀ, ଲାଭକର, ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ, ହିତକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Giving an advantage.
A contract advantageous to our country.ಅರ್ಥ : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
							ಉದಾಹರಣೆ : 
							ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
							
ಸಮಾನಾರ್ಥಕ : ଆବଶ୍ୟକ, ଆବଶ୍ୟକୀୟ, ଦରକାରୀ, ବ୍ୟବହୃତ
ಇತರ ಭಾಷೆಗಳಿಗೆ ಅನುವಾದ :
जो काम में लाया गया हो या जिसका उपयोग किया गया हो।
हलवाई ने मिठाई में प्रयुक्त चीज़ों की सूची बनाई।