ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
ಉದಾಹರಣೆ : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ
ಸಮಾನಾರ್ಥಕ : ଉଚ୍ଚ, ଉଚ୍ଚା, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ତୁଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।
ಅರ್ಥ : ଯେ ଅଧିକ ଭଲ
ಉದಾಹರಣೆ : ପଢ଼ାରେ ରାଘବ ମାଧବ ଠାରୁ ଉତ୍ତମ
ಸಮಾನಾರ್ಥಕ : ଅଗ୍ରଗଣ୍ୟ, ଅଧିକ, ଉତ୍ତମ, ଉନ୍ନତତର, ବେଶୀ, ଶ୍ରେୟସ୍କର
जो अधिक अच्छा हो।
ಅರ್ಥ : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି
ಉದಾಹರಣೆ : ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର
ಸಮಾನಾರ್ಥಕ : ଅଭ୍ୟୁଥିତ, ବିକଶିତ, ସୁବିକଶିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसका अत्यधिक विकास हुआ हो, विशेष रूप से प्रौद्योगिकी या उद्योग के क्षेत्र में।
(used of societies) having high industrial development.
ಸ್ಥಾಪನೆ