ಅರ್ಥ : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
							ಉದಾಹರಣೆ : 
							ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
							
ಸಮಾನಾರ್ಥಕ : ନକଲକରିବା, ପ୍ରତିରୂପକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।ಅರ್ಥ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
							ಉದಾಹರಣೆ : 
							କଂସେଇ ଛେଳିର ଚମଡା ଉତାରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
Peel off the outer layer of something.
peel offಅರ್ಥ : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
							ಉದಾಹರಣೆ : 
							ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
							
ಸಮಾನಾರ್ಥಕ : ତିଆରିକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପିନ୍ଧା ବସ୍ତୁକୁ ଖୋଲିବା
							ಉದಾಹರಣೆ : 
							ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
							
ಸಮಾನಾರ್ಥಕ : ଖୋଲିବା, ବାହାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛାଡ଼ି ଯିବା
							ಉದಾಹರಣೆ : 
							ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :