ಅರ್ಥ : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
							ಉದಾಹರಣೆ : 
							ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି  ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
							
ಸಮಾನಾರ್ಥಕ : ବିଶେଷ
ಇತರ ಭಾಷೆಗಳಿಗೆ ಅನುವಾದ :
Surpassing what is common or usual or expected.
He paid especial attention to her.ಅರ್ಥ : ଯାହା ସାମାନ୍ୟ ନୁହେଁ
							ಉದಾಹರಣೆ : 
							ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
							
ಸಮಾನಾರ್ಥಕ : ଅସାଧାରଣ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ବିଶେଷ, ସ୍ପେସାଲ୍
ಇತರ ಭಾಷೆಗಳಿಗೆ ಅನುವಾದ :