ಅರ್ಥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
							ಉದಾಹರಣೆ : 
							ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
							
ಸಮಾನಾರ್ಥಕ : ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଅବକ୍ଷପଣ ହୋଇଛି
							ಉದಾಹರಣೆ : 
							ଚୂନ ପାଣିରେ କାର୍ବନ ଡାଇ ଅକ୍ସାଇଡ୍ ଗ୍ୟାସ ପ୍ରବାହିତ କରିବାଦ୍ବାରା ଅବକ୍ଷିପ୍ତ କ୍ୟାଲସିୟମ କାର୍ବନେଟ ପାଣିରେ ଭାସେ
							
ಇತರ ಭಾಷೆಗಳಿಗೆ ಅನುವಾದ :
जिसका अवक्षेपण हुआ हो।
चूने के पानी में कार्बन डाई ऑक्साइड गैस प्रवाहित करने से अवक्षिप्त कैल्शियम कार्बोनेट पानी में तैरने लगता है।