ಅರ್ಥ : ବହୁତ ଘନିଷ୍ଠତା ବା ଅତ୍ୟଧିକ ସଂପର୍କ ଥିବା ମିତ୍ର
							ಉದಾಹರಣೆ : 
							ବିପତ୍ତି ବେଳେ ଘନିଷ୍ଠ ମିତ୍ରକୁ ଚିହ୍ନିହୁଏ
							
ಸಮಾನಾರ್ಥಕ : ଅଭିନ୍ନ ମିତ୍ର, ଘନିଷ୍ଠ ବନ୍ଧୁ, ଘନିଷ୍ଠ ମିତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
वह मित्र जिससे बहुत ही घनिष्ठता हो या जिससे अत्यधिक लगाव हो।
घनिष्ठ मित्र की पहचान विपत्ति में ही होती है।ಅರ್ಥ : ଯାହା ଭିତରର
							ಉದಾಹರಣೆ : 
							ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
							
ಸಮಾನಾರ್ಥಕ : ଅନ୍ତର୍ବତ୍ତୀ, ଅନ୍ତସ୍ଥ, ଆନ୍ତରିକ, ଆଭ୍ୟନ୍ତର, ଭିତରର
ಇತರ ಭಾಷೆಗಳಿಗೆ ಅನುವಾದ :
Happening or arising or located within some limits or especially surface.
Internal organs.ಅರ್ಥ : ବହୁତ ନିକଟର ବା ବହୁତ ପାଖରେ
							ಉದಾಹರಣೆ : 
							ରାମ ମୋର ଘନିଷ୍ଠ ମିତ୍ର  ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
							
ಸಮಾನಾರ್ಥಕ : ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼
ಇತರ ಭಾಷೆಗಳಿಗೆ ಅನುವಾದ :
Marked by close acquaintance, association, or familiarity.
Intimate friend.