ಅರ್ಥ : ଯିଏ ଅନ୍ୟକୁ ଅନୁକରଣ କରେ
							ಉದಾಹರಣೆ : 
							ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
							
ಸಮಾನಾರ್ಥಕ : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।ಅರ್ಥ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							ಉದಾಹರಣೆ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
ಸಮಾನಾರ್ಥಕ : ନକଲକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାର ସମାନ ଆଚରଣ କରିବା ବ୍ୟକ୍ତି
							ಉದಾಹರಣೆ : 
							ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
							
ಇತರ ಭಾಷೆಗಳಿಗೆ ಅನುವಾದ :
Going or proceeding or coming after in the same direction.
The crowd of following cars made the occasion seem like a parade.ಅರ್ಥ : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
							ಉದಾಹರಣೆ : 
							ମାଙ୍କଡ଼ ବହୁତ ନକଲକାରୀ
							
ಸಮಾನಾರ್ಥಕ : ନକଲକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନୁକରଣ କରୁଥିବା ବ୍ୟକ୍ତି
							ಉದಾಹರಣೆ : 
							ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
							
ಸಮಾನಾರ್ಥಕ : ଅନୁସରଣକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
अनुकरण करने वाला।
बच्चे बड़ों के अनुकर्त्ता होते हैं।