ಅರ್ಥ : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
							ಉದಾಹರಣೆ : 
							ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Someone or something who lacks support or care or supervision.
orphanಅರ್ಥ : ଯାହାର କେହି ସାହାରା ନାହାନ୍ତି
							ಉದಾಹರಣೆ : 
							ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
							
ಸಮಾನಾರ್ಥಕ : ଅବଲମ୍ବନହୀନ, ଅସହାୟ, ନିଃସହାୟ
ಇತರ ಭಾಷೆಗಳಿಗೆ ಅನುವಾದ :
Lacking help.
unassistedಅರ್ಥ : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
							ಉದಾಹರಣೆ : 
							ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
							
ಸಮಾನಾರ್ಥಕ : ବେସାହାରା
ಇತರ ಭಾಷೆಗಳಿಗೆ ಅನುವಾದ :
Having no lord or master.
Harsh punishments for sturdy vagabonds and masterless men.ಅರ್ಥ : ଯାହାର କେହି ମାଲିକ ନାହିଁ(ଜନ୍ତୁ)
							ಉದಾಹರಣೆ : 
							ବାରବୁଲା କୁକୁରଙ୍କୁ ଖାସୁ କରାଗଲା
							
ಸಮಾನಾರ್ಥಕ : ବାରବୁଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
							ಉದಾಹರಣೆ : 
							ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
							
ಸಮಾನಾರ್ಥಕ : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
ಇತರ ಭಾಷೆಗಳಿಗೆ ಅನುವಾದ :