ಅರ್ಥ : କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
							ಉದಾಹರಣೆ : 
							କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
A prearranged meeting for consultation or exchange of information or discussion (especially one with a formal agenda).
conferenceಅರ್ಥ : ଯେଉଁ ନର୍ଦ୍ଦିଷ୍ଟ ସମୟରେ କୌଣସି କାମ ଥରେ ଆରମ୍ଭହୋଇ କିଛି ସମୟ ଯାଏଁ ଚାଲୁଥାଏ
							ಉದಾಹರಣೆ : 
							ବିଦ୍ୟାଳୟର ପାଠ୍ୟ ଅଧିବେଶନ ସମାପ୍ତ ହେବାକୁ ଯାଉଛି
							
ಸಮಾನಾರ್ಥಕ : କାର୍ଯ୍ୟକାଳ
ಇತರ ಭಾಷೆಗಳಿಗೆ ಅನುವಾದ :