ಅರ್ಥ : କାହା ସହିତ ଜଣାଶୁଣା ନହେବା ଅବସ୍ଥା
							ಉದಾಹರಣೆ : 
							ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
							ಉದಾಹರಣೆ : 
							ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
							
ಸಮಾನಾರ್ಥಕ : ଅପରିଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ପ୍ରତିଷ୍ଠିତ ନୁହେଁ
							ಉದಾಹರಣೆ : 
							ମୋହନ ଜଣେ ଅପ୍ରତିଷ୍ଠିତ ବ୍ୟକ୍ତି
							
ಸಮಾನಾರ್ಥಕ : ଅପ୍ରତିଷ୍ଠିତ, ପ୍ରତିଷ୍ଠାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
जो प्रतिष्ठित न हो।
मोहन एक अप्रतिष्ठित व्यक्ति है।Lacking dignity.
undignifiedಅರ್ಥ : ଯାହା ଜ୍ଞାତ ବା ଜଣା ନୁହେଁ
							ಉದಾಹರಣೆ : 
							ଏହା ମୋ ପାଇଁ ଅଜ୍ଞାତ ବିଷୟ  ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :