ಅರ್ಥ : ବହୁତ ଲୋକ ଏକା ସାଥିରେ ଆଡ଼େ ସାଡ଼େ ଯିବା ବା ଦଉଡ଼ିବାର କ୍ରିୟା
							ಉದಾಹರಣೆ : 
							ବୋମା ଥିବାର ଉଡାଖବର ଶୁଣିବାପରେ ବଜାରରେ ଚହଳ ପଡିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
A headlong rush of people on a common impulse.
When he shouted `fire' there was a stampede to the exits.ಅರ್ಥ : ବହୁତ ଲୋକେ ଏକାସାଥିରେ ପାଟିକରିବା କ୍ରିୟା ଯେଉଁଥିରେ ଶରୀର ମଧ୍ୟ ହଲିଯାଏ
							ಉದಾಹರಣೆ : 
							ପିଲାମାନେ ଛାତ ଉପରେ ହୋହଲ୍ଲା କରୁଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :