ಅರ್ಥ : ମନକୁ ଆମୋଦିତ କଲାଭଳି କଥା ବା କାମ
							ಉದಾಹರಣೆ : 
							ମୋ ସହିତ ଥଟ୍ଟା ତାମସା କରନାହିଁ
							
ಸಮಾನಾರ್ಥಕ : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା
ಇತರ ಭಾಷೆಗಳಿಗೆ ಅನುವಾದ :
मन बहलाने वाली बात।
वह सबसे हँसी-मज़ाक़ करते रहता है।ಅರ್ಥ : ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ
							ಉದಾಹರಣೆ : 
							ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
							
ಸಮಾನಾರ್ಥಕ : ହାସ୍ୟ ରସ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହସିବାର ପ୍ର କ୍ରିୟା ବା ଭାବ
							ಉದಾಹರಣೆ : 
							ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ
							
ಸಮಾನಾರ್ಥಕ : ହସ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି"
							ಉದಾಹರಣೆ : 
							ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
Arousing or provoking laughter.
An amusing film with a steady stream of pranks and pratfalls.