ಅರ್ಥ : ସ୍ଥାପନା କରିବା
							ಉದಾಹರಣೆ : 
							ଏହି ମନ୍ଦିରରେ ଆଉ ଗୋଟିଏ ନୂଆ ମୂର୍ତ୍ତି ସ୍ଥାପନ କରାଯିବ
							
ಸಮಾನಾರ್ಥಕ : ଅଧିଷ୍ଠିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
स्थापना करना।
इस मंदिर में एक और नई मूर्ति स्थापित करनी है।Set up or lay the groundwork for.
Establish a new department.ಅರ್ಥ : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
							ಉದಾಹರಣೆ : 
							ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							ಉದಾಹರಣೆ : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
ಸಮಾನಾರ್ಥಕ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित या विशेष स्थिति आदि में रखना।
कमरे को साफ रखो।