ಅರ್ಥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
							ಉದಾಹರಣೆ : 
							ଆଜିର ପାଗ ବହୁତ ବଢ଼ିଆ
							
ಇತರ ಭಾಷೆಗಳಿಗೆ ಅನುವಾದ :
Having great beauty and splendor.
A glorious spring morning.ಅರ್ಥ : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର
							ಉದಾಹರಣೆ : 
							ତା ପୁଅ ବହୁତ ସୁନ୍ଦର
							
ಸಮಾನಾರ್ಥಕ : କମନୀୟ, ଚାରୁ, ମନୋଜ୍ଞ, ମନୋହର, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ
ಇತರ ಭಾಷೆಗಳಿಗೆ ಅನುವಾದ :
जिसकी शक्ल-सूरत अच्छी हो।
उसका लड़का बहुत सुंदर है।Pleasing in appearance especially by reason of conformity to ideals of form and proportion.
A fine-looking woman.ಅರ್ಥ : ଯେ ସୁନ୍ଦର ଓ ସୁଢ଼ଳ
							ಉದಾಹರಣೆ : 
							ବିବାହଆଦି ସମୟରେ ସବୁଲୋକେ ସୁନ୍ଦର ଯୁବକକୁ ଦେଖିବା ପାଇଁ ପସନ୍ଦ କରନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନକୁ ଲୋଭେଇବା
							ಉದಾಹರಣೆ : 
							ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ
							
ಸಮಾನಾರ್ಥಕ : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ମନୋହର, ଲଳିତ, ସୁରମ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
देखने में अच्छा और मन को लुभाने वाला।
उसकी चित्रकारी आकर्षक है।Pleasing to the eye or mind especially through beauty or charm.
A remarkably attractive young man.