ಅರ್ಥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
							ಉದಾಹರಣೆ : 
							ସେ ମାଟିର ମୂର୍ତ୍ତି ତିଆରି କରୁଛି
							
ಸಮಾನಾರ್ಥಕ : ଆକାର ଦେବା, ଗଢ଼ିବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରଚନା କରିବା ବା ପ୍ରସ୍ତୁତ କରିବା
							ಉದಾಹರಣೆ : 
							ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
							
ಸಮಾನಾರ್ಥಕ : ପ୍ରସ୍ତୁତ କରିବା, ରଚନା କରିବା, ସୃଜନ କରିବା, ସୃଷ୍ଟି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.