ಅರ್ಥ : ଜଗତର ମୂଳ କାରଣ
							ಉದಾಹರಣೆ : 
							ସାଂଖ୍ୟ ଦର୍ଶନ ଅନୁସାରେ ତତ୍ତ୍ୱର ସଂଖ୍ୟା ପଚିଶି ବୋଲି କୁହାଯାଇଛି
							
ಸಮಾನಾರ್ಥಕ : ତତ୍ତ୍ୱ, ଭୂତ, ମୂଳ ଦ୍ରବ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଅଧିକାର ବଳରେ କୌଣସି ବସ୍ତୁ ନିଜ ପାଖରେ ରଖାଯାଇପାରେ ଅଥବା କାହାରିଠାରୁ ନିଆଯାଇପାରେ ବା ମଗାଯାଇପାରେ
							ಉದಾಹರಣೆ : 
							ସୀତାର ମଧ୍ୟ ଏହି ସମ୍ପତ୍ତିଉପରେ ଅଧିକାର ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :