ಅರ್ಥ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
							ಉದಾಹರಣೆ : 
							ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
							
ಸಮಾನಾರ್ಥಕ : କଳା, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀରେଖ, ଶଶୀରେଖା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
							ಉದಾಹರಣೆ : 
							ମଣି ଗୁଣର ପ୍ରତ୍ୟେକ ପାଦରେ ଚାରଟି ନଗଣ ଏବଂ ଗୋଟିଏ ସଗଣ ହୋଇଥାଏ
							
ಸಮಾನಾರ್ಥಕ : ମଣି ଗୁଣ
ಇತರ ಭಾಷೆಗಳಿಗೆ ಅನುವಾದ :