ಅರ್ಥ : ନଂପୁସକ ଅବସ୍ଥା ବା ଭାବ
							ಉದಾಹರಣೆ : 
							ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
							
ಸಮಾನಾರ್ಥಕ : କ୍ଳୀବତା, କ୍ଳୀବତ୍ୱ, ନଂପୁସକତା, ନପୁଂସକତ୍ୱ, ପୌରୁଷହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା
							ಉದಾಹರಣೆ : 
							ଦୁର୍ବଳତାହେତୁ ମହେଶ ଚାଲି ପାରୁନି
							
ಸಮಾನಾರ್ಥಕ : ଅସାମର୍ଥ୍ୟତା, ଦୁର୍ବଳତା, ଦୌର୍ବଲ୍ୟ, ବଳହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :