ಅರ್ಥ : ଭଣ୍ଡାରରେ ରଖିବା
							ಉದಾಹರಣೆ : 
							ସେ ଧାନକୁ କୋଠିରେ ଭରିଲେ
							
ಸಮಾನಾರ್ಥಕ : ଗଚ୍ଛିତ କରିବା, ଭରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Keep or lay aside for future use.
Store grain for the winter.ಅರ್ಥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
							ಉದಾಹರಣೆ : 
							ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
							
ಸಮಾನಾರ್ಥಕ : ଢାଳିବା, ଭର୍ତ୍ତି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାର ହାତରେ ଦେବା ବା ରଖିବା
							ಉದಾಹರಣೆ : 
							ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
							
ಸಮಾನಾರ್ಥಕ : ଧରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ଥିତ କରିବା
							ಉದಾಹರಣೆ : 
							ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
							ಉದಾಹರಣೆ : 
							ମନରେ ଆଦୌ ରାଗ ରଖ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							ಉದಾಹರಣೆ : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
ಸಮಾನಾರ್ಥಕ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित या विशेष स्थिति आदि में रखना।
कमरे को साफ रखो।ಅರ್ಥ : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
							ಉದಾಹರಣೆ : 
							ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି  ସେ ଗୋଟେ ଗାଈ ରଖିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
							ಉದಾಹರಣೆ : 
							ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
							
ಸಮಾನಾರ್ಥಕ : ପାଇବା, ପ୍ରାପ୍ତହେବା, ମିଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.ಅರ್ಥ : କାମରେ ଲଗେଇବା
							ಉದಾಹರಣೆ : 
							ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
							
ಸಮಾನಾರ್ಥಕ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
काम पर लगाना।
इस काम के लिए उसने सात आदमियों को नियुक्त किया।ಅರ್ಥ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
							ಉದಾಹರಣೆ : 
							ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							ಉದಾಹರಣೆ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରହିବାକୁ ସ୍ଥାନ ଦେବା
							ಉದಾಹರಣೆ : 
							ଅତିଥିମାନଙ୍କୁ ଘରେ ରଖାଯାଏ
							
ಸಮಾನಾರ್ಥಕ : ଆଶ୍ରୟ ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
							ಉದಾಹರಣೆ : 
							ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :